Sun. Mar 8th, 2026

ମଦ ପିଇ ଡ୍ୟୁଟି କରୁଛନ୍ତି ପୁଲିସ୍ କର୍ମଚାରୀ; ଭିଡିଓ ଭାଇରାଲ୍

336 Views

ଢେଙ୍କାନାଳ : ଢେଙ୍କାନାଳ ସହରରେ ଜଣେ ପୁଲିସ୍‌ କର୍ମଚାରୀ ଡ୍ୟୁଟିରେ ଥିବା ବେଳେ ମଦ ପିଇ କିଛି ସ୍ଥାନୀୟ ଯୁବକଙ୍କ ସହ ଯୁକ୍ତି କରୁଥିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।  ଏହି ଭିଡିଓରେ ପୁଲିସ୍ କର୍ମଚାରୀ ଜଣକ କହିଛନ୍ତି ଯେ, ‘ମୁଁ ମଦ ପିଇଛି, ଡେଲି ପିଏ ଓ ନପିଇଲେ ମରିଯିବି।’

ଗତକାଲି ରାତିରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଡ୍ୟୁଟି ସମୟରେ କାହିଁକି ମଦ ପିଇଛନ୍ତି ବୋଲି ପଚରାଯିବାରୁ, ସେ ଏ ଯୁକ୍ତି ଦର୍ଶାଇଛନ୍ତି।

By amfnews

Related Post