Mon. Nov 25th, 2024

ଭେଣ୍ଡି ଖାଇବାର ୪ଟି ଫାଇଦା

By amfnews May 14, 2019 #Featured
119 Views

ଭେଣ୍ଡି ଖାଇବା ପ୍ରାୟ ସମସ୍ତଙ୍କୁ ଭଲ ଲାଗିଥାଏ । ଭିଟାମିନ୍‌, ମିନେରାଲ୍ସ ଏବଂ ଅନ୍ୟ ପୋଷକ ତତ୍ତ୍ୱରେ ଭରପୂର ଥିବା ଭେଣ୍ଡି  ଦୃଷ୍ଟିଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ । ତେବେ ଆସନ୍ତୁ ଜାଣିବା ଏହାର ଅନ୍ୟ କିଛି ଫାଇଦା ବିଷୟରେ….

୧. ଭେଣ୍ଡି ଖାଇବା ଦ୍ୱାରା ଓଜନ ନିୟନ୍ତ୍ରଣରେ ରହିଥାଏ । ଏହା ସହ ଭେଣ୍ଡିର ପାଣି ପିିଇ ମଧ୍ୟ ଆପଣ ଓଜନକୁ ନିୟନ୍ତ୍ରଣ କରି ପାରିବେ । ଏହା ମେଟାବଲିଜିମ୍‌ ଏବଂ ପାଚନକ୍ରିୟାକୁ ସୁସ୍ଥ ରଖିଥାଏ ।

୨. ଭେଣ୍ଡିରେ ଲୋ ଗ୍ଲାଇସେମିକ୍‌ ଇଣ୍ଡେକ୍ସ ରହିଥାଏ । ଯାହା ସର୍କରାସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।

୪. ଅଧିକ ସମୟ ଖରାରେ ରହିବା ଦ୍ୱାରା ତ୍ୱଚାଜନିତ ସମସ୍ୟା ଦେଖା ଯାଇଥାଏ । ଏଭଳି ପରିସ୍ଥିତିରେ ଆପଣମାନେ ଭେଣ୍ଡିର ମାସ୍କ ତିଆରି କରି ଲଗାନ୍ତୁ । ଭେଣ୍ଡିକୁ ଗ୍ରାଇଣ୍ଡ କରି ସେଥିରେ ଲେମ୍ବୁ ଏବଂ ମହୁ ମିଶାଇ ମୁହଁରେ ଲଗାନ୍ତୁ । ୧୦-୧୫ମିନିଟ୍‌ ରଖିବା ପରେ ଭଲ ଭାବରେ ଧୋଇ ନିଅନ୍ତୁ ।

By amfnews

Related Post