Sat. Mar 7th, 2026

ଭୁବନେଶ୍ୱର ବିମାନବନ୍ଦରରେ ପୁଣି ଚୋରା ସୁନା ଜବତ

459 Views

ସୂଚନାଯୋଗ୍ୟ ଯେ ଆର୍ନ୍ତଜାତିକ ବିମାନସେବା ଭୁବନେଶ୍ୱର ବିଜୁପଟ୍ଟନାୟକ ବିମାନନ୍ଦରରୁ ଆରମ୍ଭ ହେବା ପରଠାରୁ ଚୋରାସୁନା ବେପାରିମାନେ ଏହାକୁ ସନା ଚୋରା କାରବାରର ଏକ ସହଜ ବିମାନବନ୍ଦର ଭାବେ ଧରି ନେଇଛନ୍ତି। ଇତିମଧ୍ୟରେ ପ୍ରାୟେ ୧୦ଟିରୁ ଅଧିକ ମାମଲାରେ କଷ୍ଟମ ବିଭାଗ ପ୍ରାୟ ୧୦କୋଟିରୁ ଉର୍ଧ୍ୱ ଟଙ୍କାର ଚୋରା ସୁନା ଜବତ କରି ସାରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଧରାପଡ଼ିଥିବା ଅଧିକାଂଶ ଚୋରା ସୁନା କ୍ୱାଲାଲାମ୍ପୁରୁ ହିଁ ଭାରତକୁ ବିଜୁ ପଟ୍ଟନାୟକ ବିମାନବନ୍ଦର ଦେଇ ଆସିଛି।

By amfnews

Related Post