Sat. Mar 7th, 2026

ଭିଜିଲାନ୍ସ ଜାଲ୍‌ରେ ଭଦ୍ରକ ଜୁନିୟର MVI

348 Views

ଭଦ୍ରକ, ନଭେମ୍ବର ୧୪ : ଭିଜିଲାନ୍ସ ଜାଲ୍‌ରେ ଭଦ୍ରକ ଜୁନିୟର MVI । ଅାୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୁନିୟର MVI ଶଙ୍କର ଚୌଧୁରୀଙ୍କ ଘରେ ରେଡ୍‌ କରିଛି ଭିଜିଲାନ୍ସ ଟିମ୍। ଶଙ୍କରଙ୍କ ଭୁବନେଶ୍ୱର ସମେତ ଅନ୍ୟ ୬ଟି ଅଞ୍ଚଳରେ ଏକକାଳୀନ ଚଢ଼ଉ ହୋଇଛି।

ସେପଟେ ଶଙ୍କରଙ୍କ ଭଦ୍ରକ ଚରମ୍ପା ସ୍ଥିତ ଘରେ ତାଲା ଝୁଲୁଥିବା ଜଣାପଡ଼ିଛି। ଘର ବାହାରେ ଭିଜିଲାନ୍ସ ଟିମ୍ ଅପେକ୍ଷା କରି ରହିଛନ୍ତି।

 

By amfnews

Related Post