194 Views
ସୂଚନା ମୁତାବକ,ଏକ ସାକ୍ଷାତକାରରେ ଦୀପିକାଙ୍କୁ ‘ବ୍ରାଇଡ୍ ଅଫ୍ ଦ ଇୟର କିଏ?’ ବୋଲି ପ୍ରଶ୍ନ କରାଯାଇଥିଲା। ଯାହାର ଉତ୍ତରରେ, ଦୀପିକା ପଦୁକୋନ୍ ‘ଓ୍ଵାଇଫ୍ ଅଫ୍ ରଣବୀର ସିଂହ ପାଦୁକୋନ’ ବୋଲି କହିଥିଲେ । ହୋଷ୍ଟଙ୍କ ପ୍ରଶ୍ନରେ ଦୀପିକାଙ୍କ ଏଭଳି ଉତ୍ତର ରଖିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଦୀପିକାଙ୍କ ଏଭଳି ଉତ୍ତର ପରେ ରଣବୀର ନିଜ ନାଁକୁ ବଦଳାଇ ରଣବୀର ସିଂହ ପାଦୁକୋନ ରଖିପାରନ୍ତି ବୋଲି ଅନୁମାନ କରାଯାଉଛି ।