Sat. Mar 7th, 2026

ବିଧାୟିକା ଭାବେ ଶପଥ ଗ୍ରହଣ କଲେ ରୀତା ସାହୁ

300 Views

ଭୁବନେଶ୍ୱର: ବୁଧବାର ପୂର୍ବାହ୍ନରେ ବିଧାନସଭାରେ ବିଜେପୁରର ବିଜେଡି ବିଧାୟିକା ରୀତା ସାହୁ ଶପଥ ଗ୍ରହଣ କରିଛନ୍ତି।

ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ତାଙ୍କୁ ଶପଥ ପାଠ କରାଇଛନ୍ତି। ବିଜେଡି ଟିକେଟ୍‌ରେ ବିଜେପୁର ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ରୀତା ସାହୁ ରେକର୍ଡ ସଂଖ୍ୟକ ଭୋଟ୍‌ ପାଇ ବିଜୟିନୀ ହୋଇଥିଲେ।

By amfnews

Related Post