221 Views
କୋଲକାତା : ପଶ୍ଚିମବଙ୍ଗରେ ଲଗାତର ହିଂସାକାଣ୍ଡ ଘଟୁଛି। ଏଠାରେ ଗତକାଲି ବାରାକପୋରର ବିଜେପି ସାଂସଦ ଅର୍ଜୁନ ସିଂହଙ୍କ ଘର ଉପରକୁ କିଛି ଦୁର୍ବୃତ୍ତ ବୋମା ମାଡ଼ କରିଥିବା ଜଣାପଡ଼ିଛି। ଦୁର୍ବୃତ୍ତମାନେ ବୋମା ଫୋପାଡ଼ିବା ସହିତ ତାଙ୍କ ଘର ବାହାରେ ଗୁଳି ଫୁଟାଇଥିଲେ। ଏହି ଘଟଣା ନେଇ ସାଂସଦଙ୍କ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି।

