171 Views
ଶ୍ରୀନଗର (ଜମ୍ମୁ- କଶ୍ମୀର): ଜମ୍ମୁ- କଶ୍ମୀରର ବାରାମୁଲ୍ଲା ଜିଲ୍ଲାକୁ ରାଜ୍ୟର ସର୍ବପ୍ରଥମ ଆତଙ୍କବାଦୀ ମୁକ୍ତ ଭାବେ ଆଜି ଘୋଷଣା କରିଛି ଜମ୍ମୁ- କଶ୍ମୀରର ପୁଲିସ୍ ପ୍ରଶାସନ। ଜମ୍ମୁ- କଶ୍ମୀରର ପୁଲିସ୍ ମହାନିର୍ଦ୍ଦେଶକ (ଡିଜିପି) ଦିଲ୍ବାଗ ସିଂହ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି ଯେ ଆଜିର ତାରିଖରେ ଜଣେ ହେଲେ ବି ଆତଙ୍କବାଦୀ ବାରାମୁଲ୍ଲା ଜିଲ୍ଲାରେ ଜୀବିତ ନାହାନ୍ତି।