Fri. Mar 6th, 2026

ବଲାଙ୍ଗୀର: ମୃତ ନବଜାତ ଶିଶୁପୁତ୍ରକୁ ଖାଇଲା କୁକୁର

292 Views

ବଲାଙ୍ଗୀର: ଗୁରୁବାର ସକାଳେ ପଇଁତଲା ଥାନା ଅନ୍ତର୍ଗତ ପୁଡ଼ାପାଲି ଗାଁ ନିକଟ ରାସ୍ତାରେ ଏକ ମୃତ ନବଜାତ ଶିଶୁପୁତ୍ରକୁ କୁକୁର ଖାଉଥିବାର ଲୋକେ ଦେଖି ଗଣମାଧ୍ୟମକୁ ଖବର ଦେଇଛନ୍ତି।

ରାସ୍ତାରେ ପଡ଼ିଥିବା ମୃତ ଶିଶୁପୁତ୍ରର ଗୋଡ଼ ଠାରୁ ଅଣ୍ଟାଯାଏଁ କୁକୁର ଖାଇ ଦେଇଥିବା ଜଣାପଡ଼ିଛି। ଏ ସଂକ୍ରାନ୍ତରେ ଥାନାକୁ ଖବର ଦିଆଯାଇଛି। ପୁଲିସ ଘଟଣାସ୍ଥଳକୁ ଆସୁଛି।

By amfnews

Related Post