Sun. Nov 24th, 2024

ଫୋନ୍‌ ଚୋରକୁ ଧରିଥିବା ଡିଟିସି ବସ୍‌ ମାର୍ସାଲ୍‌ଙ୍କୁ ପ୍ରଶଂସା କଲେ ଅରବିନ୍ଦ କେଜ୍ରିଓ୍ଵାଲ୍‌

By amfnews Nov 2, 2019 #Featured
97 Views

ନୂଆଦିଲ୍ଲୀ: ମୋବାଇଲ୍‌ ଚୋରି କରୁଥିବା ଜଣେ ବ୍ୟକ୍ତିଙ୍କୁ ଧରିଥିବା ଡିଟିସି ବସ୍‌ ମାର୍ସାଲ୍‌ଙ୍କୁ ଦିଲ୍ଲୀ ପ୍ରଧାନମନ୍ତ୍ରୀ ଅରବିନ୍ଦ କେଜ୍ରଓ୍ଵାଲ୍‌ ଶନିବାର ଦିନ ପ୍ରଶଂସା କରିଛନ୍ତି।

ଦାନ୍ତ ଡାକ୍ତର ସରବପ୍ରୀତ୍‌ ସିଂହ ଗୁଗ୍‌ଲାନିଙ୍କ କହିବା ଅନୁସାରେ, ଡିଟିସି ବସ୍‌ ନମ୍ବର ୫୪୦ରେ ମୁତୟନ ହୋଇଥିବା ମାର୍ସାଲ୍‌ ଶନିବାର ସକାଳେ ଗୋଟିଏ ମୋବାଇଲ୍‌ ଚୋରି ରୋକିଛନ୍ତି। ଚୋରଟି ଜଣେ ବ୍ୟକ୍ତିଙ୍କ ମୋବାଇଲ୍‌ ଫୋନ୍‌ ଚୋରି କରୁଥିବା ବେଳେ ମାର୍ସାଲ୍‌ ସମସ୍ତଙ୍କ ଆଗରେ ତାକୁ ଧରି ସେ ଚୋରି କରିଥିବା ଫୋନ୍‌ଟିକୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଫେରାଇ ଦେଇଥିଲେ।

Arvind Kejriwal

@ArvindKejriwal

कितनी ख़ुशी की बात है कि बस मार्शल बहादुरी से इस तरह हमारे दिल्ली परिवार को सुरक्षा दे रहे हैं। दिल्ली को संतोष जैसे मार्शल पर गर्व है। https://twitter.com/dentistguglani/status/1190484301835431936 

Dr. Sarabpreet Singh Guglani@dentistguglani

Bravo!
Santosh, the Marshal in DTC Bus #540 (DL1PC9627) plying from Tara Apartment to Central Secretariat (started at 9.10 am on 02.11.2019, Saturday) prevented mobile theft in front of all passengers and caught the thief red handed. Mobile phone was returned to the owner.

View image on Twitter

ଦାନ୍ତ ଡାକ୍ତରଙ୍କ ଟୁଇଟ୍‌କୁ ରିଟୁଇଟ୍‌ କରି ଅରବିନ୍ଦ କେଜ୍ରିଓ୍ଵାଲ୍‌ କହିଛନ୍ତି ବସ ମାର୍ସାଲ୍‌ ସାହସର ସହ ଦିଲ୍ଲୀବାସୀଙ୍କୁ ସୁରଡ଼ା ଦେଉଥିବା ଆନନ୍ଦର କଥା। ସନ୍ତୋଷଙ୍କ ଭଳି ମାର୍ସାଲଙ୍କ ପାଇଁ ଦିଲ୍ଲୀ ଗର୍ବିତ।

ତାଙ୍କ ସରକାରଙ୍କର ନିଃଶୁଳ୍କ ଯାତ୍ରା ଯୋଜନା ସଂକ୍ରାନ୍ତରେ ମହିଳାମାନଙ୍କ ଠାରୁ ମତାମତ ସଂଗ୍ରହ କରିବା ପାଇଁ ବୁଧବାର ଦିନ ଅରବିନ୍ଦ କେଜ୍ରିଓ୍ଵାଲ୍‌ ଡିଟିସି ବସ୍‌ରେ ଯାତ୍ରା କରିଥିଲେ।

By amfnews

Related Post