206 Views
ଗିରଫ ହୋଇଥିବା ବ୍ୟକ୍ତିଜଣକ ହେଉଛନ୍ତି ୨୦ ବର୍ଷିୟ ଗୌରବ। ତାଙ୍କୁ ସୋନେପତ୍ ଠାରେ ଠାବ କରାଯାଇଥିଲା। ତାଙ୍କ ଠାରୁ ଦମୟନ୍ତୀଙ୍କ ଜିନିଷପତ୍ର ଉଦ୍ଧାର କରାଇଛି। ଦ୍ୱିତୀୟ ସନ୍ଦିଗ୍ଧଙ୍କୁ ଧରିବାକୁ ଉଦ୍ୟମ ଚାଲିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଇ ପ୍ରହଲ୍ଲାଦ ମୋଦୀଙ୍କ ଝିଅ ଦମୟନ୍ତୀ ବେନ୍ ମୋଦୀଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରିବା ପରେ ଆଖପାଖରେ ଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରି ଦୁଇଜଣ ଦୁର୍ବୃତ୍ତଙ୍କୁ ଚିହ୍ନଟ କରି ଖୁବ୍ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି କହିଥିଲା।

