Sat. Mar 7th, 2026
135 Views

ରାୟଗଡ଼ା : ରାୟଗଡ଼ା ସ୍ଥିତ ଜେକେ ପେପର ମିଲ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗତକାଲି ସନ୍ଧ୍ୟାରେ ପେପର ମିଲର ଗୋଦାମରେ  ନିଆଁ ଲାଗିଯାଇଥିଲା। ନିଆଁରେ ଅନେକ ଜିନିଷ ପତ୍ର ପୋଡ଼ି ପାଉଁଶ ହୋଇଯାଇଛି।

ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ କେତେ କ୍ଷୟକ୍ଷତି ଘଟିଛି ତାହା ଜଣାପଡ଼ିନାହିଁ। ସର୍ଟ ସର୍କିଟ୍‌ ଯୋଗୁ ପେପର ମିଲ୍‌ରେ ନି‌ଆଁ ଲାଗିଥିବା ସନ୍ଦେହ କରାଯାଉଛି।

By amfnews

Related Post