Sat. Mar 7th, 2026

ପୂର୍ବ ଦିଲ୍ଲୀରେ ସୁଟ୍‌କେସ୍‌ରୁ ମିଳିଲା ୨୫ ବର୍ଷୀୟ ଝିଅର ଶବ

307 Views

ନୂଆଦିଲ୍ଲୀ, ଜାନୁଆରୀ ୦୯ : ପୂର୍ବ ଦିଲ୍ଲୀର ଅଶୋକ ନଗର ଅଞ୍ଚଳରେ ଏକ ସୁଟ୍‌କେସ୍‌ ମଧ୍ୟରେ ପଶିଥିବା ଗୋଟିଏ ୨୫ ବର୍ଷୀୟ ଝିଅର ଶବ ବୁଧବାର ଦିନ ମିଳିଛି।
ପ୍ରଥମେ ସୁଟ୍‌କେସ୍‌ଟିକୁ ଜଣେ ଅଟୋଚାଳକ ଦେଖି ପୁଲିସକୁ ଖବର ଦେଇଥିଲା।

ଝିଅର ମୁହଁରେ ପୁଲିସ କେତେଗୁଡ଼ିଏ କ୍ଷତ ଚିହ୍ନ ଦେଖିଛି। ତାଙ୍କ ବାହୁରେ ଥିବା ଟାଟୁରେ ମୋହିତ ବୋଲି ଲେଖାଯାଇଛି।

ଘଟନା ସଂକ୍ରାନ୍ତରେ ତଦନ୍ତ ଆରମ୍ଭ କରି ପୁଲିସ ସମ୍ପୃକ୍ତ ଅଞ୍ଚଳର ସିସିଟିଭି କ୍ୟାମେରାର ଫୁଟେଜ୍‌ ସଂଗ୍ର କରୁଛି।

By amfnews

Related Post