256 Views
କନ୍ଧମାଳ, ଜାନୁଆରୀ ୨୨ : କନ୍ଧମାଳରୁ ପୁଣି ଏକ ଲଜ୍ୟା ସାମ୍ନାକୁ ଆସିଛି। ଜଣେ କୁମାରୀ ନାବାଳିକା ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ପୁତ୍ର ସନ୍ତାନ ଜନ୍ମ ଦେବା ପରେ ସମଗ୍ର ଅଞ୍ଚଳରେ ଏହି ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳି ଯାଇଛି।
ନବଜାତ ଶିଶୁର ମୃତ୍ୟୁ ପରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତରନ୍ତ ଜାରି ରଖିଛି। ଅଭିଯୁକ୍ତ ଘୁ ଉଦୟଗିରି ଏନ୍ଏସିର ଏକ ନମ୍ବର ଓ୍ଵାର୍ଡର ଦୁଗୁଡି ସାହିର ସୂର୍ଯ୍ୟ କାନ୍ତ ବଳ ବୋଲି ଜଣାପଡ଼ିଛି।