85 Views
ନୂଆଦିଲ୍ଲୀ : ଜମ୍ମୁ କଶ୍ମୀର ପ୍ରସଙ୍ଗରେ ଭାରତର ନିଷ୍ପତ୍ତିକୁ ସମର୍ଥନ କରିଛି ରୁଷିଆ। ରୁଷିଆର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଜମ୍ମୁ କଶ୍ମୀର ରାଜ୍ୟକୁ ଭାରତ ଦୁଇଟି ଅଲଗା କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଛି। ଏହି ନିଷ୍ପତ୍ତି ସାମ୍ୱିଧାନିକ। ଆଗାମୀ ଦିନରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏହି ପ୍ରସଙ୍ଗରେ ବିବାଦ ବଢ଼ିବା ଉଚିତ ନୁହେଁ ବୋଲି ରୁଷିଆର ବୈଦେଶିକ ମନ୍ତ୍ରଣାଳୟ କହିଛି।
Ministry of Foreign Affairs of Russia: We proceed from fact that the changes associated with the change in the status of the state of J&K and its division into two union territories are carried out within framework of the Constitution of the Republic of India. (2/3) https://twitter.com/ANI/status/1160026775151349766 …
ANI✔@ANI
Ministry of Foreign Affairs of Russia: Moscow expects that India and Pakistan will not allow aggravation of the situation in the region due to the change by Delhi in the status of the state of Jammu and Kashmir. (1/3)