Sat. Nov 23rd, 2024

ନୋବେଲ ବିଜେତା ଅଭିଜିତଙ୍କ ଦାରିଦ୍ର୍ୟ ଦୂରୀକରଣ ସଂସ୍ଥା ‘ଜେ-ପାଲ୍‌’ ସହ ଓଡ଼ିଶା ସରକାରଙ୍କ ବୁଝାମଣାପତ୍ର ସ୍ୱାକ୍ଷରିତ

By amfnews Oct 31, 2019 #Featured
251 Views

ବୁଝାମଣା ପତ୍ର ସ୍ୱାକ୍ଷରିତ ହେବା ପରେ ଓଡ଼ିଶା ନୋବେଲ ବିଜେତାଙ୍କ ଜେ-ପାଲର ଅଂଶୀଦାର ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ନୋବେଲ ବିଜେତାଙ୍କ ଜେ-ପାଲର ଅଂଶୀଦାର ହେବ ଓଡ଼ିଶା ।
ଉଦବୋଧନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । @CMO_Odisha @Naveen_Odisha @JPAL

Embedded video

ବାନାର୍ଜୀ-ଡଫ୍‌ଲୋ ଦ୍ୱୟ ଆଲ୍‌ଫ୍ରେଡ୍‌ ନୋବେଲ୍‌ଙ୍କ ସ୍ମୃତିରେ ଅର୍ଥନୀତିରେ ନୋବେଲ୍‌ ପୁରସ୍କାର ଭାବେ ଜଣାଶୁଣା ‘ସ୍ୱେର୍ଗିଜ୍‌ ରିକ୍ସବ୍ୟାଙ୍କ୍‌ ପ୍ରାଇଜ୍‌ ଇନ୍‌ ଇକୋନମିକ୍‌ ସାଇନ୍‌ସେସ୍‌’ ପ୍ରଦତ୍ତ ହେବା ପରେ ଗୋଟାଏ ଭାରତୀୟ ରାଜ୍ୟ ସହ ଏହା ହେଉଛି ‘ଜେ-ପାଲ୍‌’ ସହ ପ୍ରଥମ ବ୍ୟାପକ ଅଂଶୀଦାରୀ।

By amfnews

Related Post