Sat. Mar 7th, 2026

ନାଗ ସାପ ଉଦ୍ଧାର

1,830 Views

ଓଡାପଡା : ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ହଳଦିଆ ବାହାଳ ଗ୍ରାମ ମଠ ସାହିର ବୈକୁଣ୍ଠ ପରିଡାଙ୍କ  ଘରୁ ଏକ ନାଗ ସାପ ଥିବା ବନବିଭାଗକୁ ଖବର ଦେବାପରେ ବନବିଭାଗ ନିର୍ଦ୍ଦେଶ କ୍ରମେ ଅନୁଗୁଳର ସାପ ଧରାଳି ରମାକାନ୍ତ ସାହୁ ଗ୍ରାମକୁ ଆସି ବୈକୁଣ୍ଠ ପରିଡାଙ୍କ ଘରୁ ଏକ ହଳଦିଆ ରଙ୍ଗର ନାଗ ସାପ ଉଦ୍ଧାର କରିଥିଲେ  ।

ସେହିପରି ଗତ ୨୨ ତାରିଖରେ ଓଡାପଡା ଗ୍ରାମରୁ ଏକ ନାଗ ସାପ ଉଦ୍ଧାର କରାଯାଇ ନିକଟସ୍ଥ ଜଙ୍ଗଲରେ ଛଡାଯାଇ ଥିଲା  । ଏହି କାର୍ଯ୍ୟକ୍ରମେର ମନୋଜ ସାହୁ ସହାୟତା କରିଥିଲେ  ।

Related Post