Sun. Mar 8th, 2026

ନାଗରିକ ଦାୟିତ୍ୱ ତୁଲାଇଲେ ବିଶ୍ୱର କ୍ଷୁଦ୍ରତମ ମହିଳା, ଟେବୁଲ୍‌ ଉପରେ ଠିଆ ହୋଇ ଇଭିଏମ୍‌ ଟିପିଲେ ଜ୍ୟୋତି

382 Views

ଜ୍ୟୋତିଙ୍କ ବୟସ ୨୫ ବର୍ଷ। ଜ୍ୟୋତିଙ୍କ ସହ ତାଙ୍କ ବାପା, ମାଆ ଓ ଅନ୍ୟ ପରିବାର ସଦସ୍ୟ ବି ମତାଦାନ କେନ୍ଦ୍ରରେ ଦେଖିବାକୁ ମିଳିଥିଲେ। ଜ୍ୟୋତି ମତଦାନ କେନ୍ଦ୍ରରେ ଏକ ବେଞ୍ଚ୍‌ ଉପରେ ଛିଡ଼ା ହୋଇ ହସୁଥିବା ବେଳର ଏକ ଭିଡିଓଟି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି.

Embedded video

By amfnews

Related Post