177 Views
ଓଡ଼ିଶା : ଦଶହରାରେ ଜମିଲା ରାମ ରାବଣ ଉପାଖ୍ୟାନ। ସୁର ରାଉତରାୟଙ୍କ ଉପାଖ୍ୟାନ ପରେ ଏ ପ୍ରସଙ୍ଗରେ ମୁହଁ ଖୋଲିଲେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ପାଟ୍ଟଶାଣୀ।ପାଟ୍ଟଶାଣୀ କହିଲେ ନବୀନ, ଧର୍ମେନ୍ଦ୍ର, ନିରଞ୍ଜନ ତିନି ଜଣ ହେଉଛନ୍ତି ରାମ ଚରିତ୍ରର । ସବୁ ଦଳ ଭଳି ବିଜେଡିରେ ବି ରାବଣ ଅଛନ୍ତି। ସେ ରାବଣ କିଏ ମୁଁ ନାଁ କହିବିନି, ଗଣମାଧ୍ୟମ ନିଜେ ବାଛୁ। ନବୀନ ରାମ ହେଲେ, ମୁଁ ହନୁମାନ ଦାୟିତ୍ୱ ତୁଲାଉଛି। ପୂର୍ବରୁ ଜାନକୀ ଓ ବିଜୁଙ୍କ ପାଖରେ ମୁଁ ହନୁମାନ ଦାୟିତ୍ୱ ତୁଲାଇଥିଲି ବୋଲି କହିଥିଲେ ପାଟ୍ଟଶାଣୀ ।