215 Views
କଳାହାଣ୍ଡି : ସ୍ୱାମୀଙ୍କ ଅନୁପସ୍ଥିତିରେ ଜଣେ ମହିଳା ନିଜର ଦୁଇ ଶିଶୁପୁତ୍ରଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିଛନ୍ତି। ସୋମବାର ଭୋର୍ ପ୍ରାୟ ୫ଟା ବେଳେ ଦୁଃଖଦାୟକ ଘଟଣାଟି ଘଟିଛି ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ସିଂଝରଣ ଗ୍ରାମରେ। ମାଆ ବିମଳା ମାଝୀ ଦୁଇ ପୁଅ- ୬ ବର୍ଷିୟ ଦୁଷ୍ମନ୍ତ ଏବଂ ୪ ମାସର ରବୀନ୍ଦ୍ରଙ୍କର ତଣ୍ଟିକାଟି ହତ୍ୟା କରିବା ପରେ ରେଳଗାଡ଼ି ତଳେ ଆତ୍ମହତ୍ୟା କରିଛନ୍ତି।