Sat. Mar 7th, 2026

ଦିଲ୍ଲୀ ସରକାରଙ୍କୁ ଏନ୍‌ଜିଟିର ୫୦ କୋଟି ଜୋରିମାନା

219 Views

ନୂଆଦିଲ୍ଲୀ : ଜାତୀୟ ଗ୍ରୀନ୍‌ ଟ୍ରିବୁନାଲ ଦିଲ୍ଲୀ ସରକାରଙ୍କୁ ଆଜି ୫୦ କୋଟି ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି। ଦିଲ୍ଲୀରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଟ୍ରିବ୍ୟୁନାଲ ଦେଇଥିବା ପ୍ରସ୍ତାବଗୁଡ଼ିକୁ କାର୍ଯ୍ୟକାରୀ କରିବାରେ ସରକାର ବିଫଳ ହୋଇଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି। ଦିଲ୍ଲୀରେ ଏବେ ପୁଣି ପ୍ରଦୂଷଣ ସ୍ଥିତି ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଛି। ପ୍ରଦୂଷଣ ସୃଷ୍ଟିକାରୀ କଳ କାରଖାନା ଉପରେ ଅଙ୍କୁଶ ଲଗାଇବା ଏବଂ ଆବର୍ଜନା ନିୟନ୍ତ୍ରଣ କରିବାରେ ସରକାଳ ବିଫଳ ହୋଇଥିବାରୁ ଦିନକୁ ଦିନ ପ୍ରଦୂଷଣ ବଢ଼ୁଛି।

By amfnews

Related Post