124 Views
ନୂଆଦିଲ୍ଲୀ : ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଜୈଶ୍-ଏ-ମହମ୍ମଦର କମାଣ୍ଡର୍ ଅବୁ ଉସ୍ମାନ ନିକଟରେ ଜମ୍ମୁ ଓ କଶ୍ମୀରର ବନ୍ଦିପୋରା ଶେଓ ବଗିଚାରେ ଗୋଟାଏ ବୈଠକ ବସାଇ ସହଯୋଗୀମାନଙ୍କୁ କହିଛନ୍ତି ଯେ ଆମ ଭାଇମାନେ ପହଞ୍ଚି ଯାଇଥିବାରୁ ଖୁବ୍ ଶୀଘ୍ର କଶ୍ମୀରର ଲୋକେ ଜମ୍ମୁ ଓ ଦିଲ୍ଲୀରେ ଭୟାବହ ଆକ୍ରମଣ ହୋଇଥିବା ଭଳି ସୁସମ୍ବାଦ ଶୁଣିବେ।