100 Views
ନୂଆଦିଲ୍ଲୀ : ଭାରତୀୟ ନିର୍ବାଚନ ରାଜନୀତିକୁ ନେଇ ଏବେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି | ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମ ବା ଏଡିଆର ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ୨୦୧୯ ନିର୍ବାଚନରେ ଭଲ ଭାବମୂର୍ତ୍ତି ଥିବା ନେତାଙ୍କୁ ଭୋଟର ପ୍ରତ୍ୟାଖାନ କରିଛନ୍ତି | ଅନ୍ୟପଟେ ଅପରାଧିକ ପୃଷ୍ଠଭୂମି ଥିବା ନେତାଙ୍କୁ ଅଧିକ ବିଶ୍ୱାସ କରିଛନ୍ତି |