Tue. Nov 26th, 2024

ତିତଲି ପ୍ରଭାବ: ରାତିସାରା ବର୍ଷିଲା, ଆଜି ଦିନସାରା ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

By amfnews Oct 12, 2018 #Featured
138 Views

Khabar Odisha:Heavy-rain-likely-to-continue-next-24-hours

ଭୁବନେଶ୍ୱର, ଅକ୍ଟୋବର ୧୨ : ସାମୁଦ୍ରିକ ଝଡ଼ ‘ତିତଲି’ର ପ୍ରଭାବରେ ରାଜ୍ୟର ପ୍ରାୟ ୧୮ଟି ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ି ସହିତ ରାତି ସାରା ବର୍ଷା ଲାଗିରହିଛି । ବର୍ଷା ଆହୁରି ପ୍ରାୟ ୨୪ ପର୍ଯ୍ୟନ୍ତ ଜାରି ରହିବା ଅନୁମାନ କରାଯାଉଛି । ଦକ୍ଷିଣ ଓଡ଼ିଶାରେ ତିତଲି ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାକୁ ଯୋଗୁ ଗଞ୍ଜାମ ଜିଲ୍ଲାରେ ବ୍ୟାପକ କ୍ଷତି ହୋଇଛି । ଋଷିକୁଲ୍ୟା ନଦୀରେ ଗୁରୁବାର ପ୍ରବଳ ବନ୍ୟା ଆସିଥିବା ବେଳେ ଆଜି ଆହୁରି ଅଧିକ ଭୟଙ୍କର ଦେଖାଯାଇଛି ।

By amfnews

Related Post