Sat. Mar 7th, 2026

ଡ୍ରେନ ମଧ୍ୟରୁ ନବଜାତ ଶିଶୁପୁତ୍ର ଉଦ୍ଧାର

313 Views

ଯାଜପୁର,ଅକ୍ଟୋବର,୨୩: ଡ୍ରେନ୍‌ ଭିତରୁ ନବଜାତ ଶିଶୁପୁତ୍ର ଉଦ୍ଧାର। ଯାଜପୁର ଜିଲ୍ଲା ଚୋରଦା ଛକ ନିକଟ ଏକ ଡ୍ରେନ୍‌ ମଧ୍ୟରୁ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି।

ପୁଲିସ୍‌ ଶିଶୁପୁତ୍ରକୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଛି। ଶିଶୁପୁତ୍ରଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଛି। ତେବେ ଶିଶୁପୁତ୍ରକୁ କିଏ ଏବଂ କେଉଁ ପରିସ୍ଥିତିରେ ଏଭଳି ଅବସ୍ଥାରେ ଛାଡି ଚାଲି ଦେଇଥିଲେ  ସେନେଇ ପୁଲିସ୍‌ ତଦନ୍ତ ଚଳାଇଛି।

By amfnews

Related Post