Sat. Mar 7th, 2026

ଟ୍ରାଫିକ୍‌ରେ ଫସି ଯାଇଥିଲେ ମଧ୍ୟପ୍ରଦେଶର ଖେଳମନ୍ତ୍ରୀ, ଗାଡ଼ିରୁ ବାହାରି କଲେ ଏଭଳି କାମ

258 Views

ଲକ୍ଷ୍ମୌ: ମଧ୍ୟପ୍ରଦେଶର ଖେଳମନ୍ତ୍ରୀ ଜିତୁ ପଟଓ୍ଵାରି ସର୍ବଦା ଚର୍ଚ୍ଚାର ପରିସରରେ ରହିଥାଆନ୍ତି। ଚଳିତ ଥର ସେ ଏମିିତି କାମ କରିଛନ୍ତି, ଯାହାକୁ ଦେଖି ସାଧାରଣ ଲୋକ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ଗତ ମଙ୍ଗଳବାର ଇନ୍ଦୋର ଟ୍ରାଫିକ୍‌ ଜାମରେ ଫସି ଯାଇଥିଲେ। ଏହାପରେ ଜିତୁ ଗାଡ଼ିରୁ ବାହାରି ଟ୍ରାଫିକ୍‌ ଜାମକୁ କ୍ଲିୟର କରିବାକୁ ସେଠାରେ ପହଁଞ୍ଚିଥିଲେ। ସଡ଼କରେ ମନ୍ତ୍ରୀଙ୍କୁ ଦେଖି କିଛି ଲୋକ ମନ୍ତ୍ରୀଙ୍କୁ ସାହାଯ୍ୟ କରିବାକୁ ଆସିଥିଲେ। କିିଛି ସମୟ ମଧ୍ୟରେ ଜିତୁୁ ଟ୍ରାଫିକ୍‌କୁ କ୍ଲିୟର କରି ଦେଇଥିଲେ।

By amfnews

Related Post