Mon. Mar 9th, 2026

ଟ୍ରକ୍‌ ଚାପାରେ ପରିବା ନେଇ ଫେରୁଥିବା ବାଇକାରୋହୀ ଯୁବକଙ୍କ ମୃତ୍ୟୁ

213 Views

ଯାଜପୁର, ଡିସେମ୍ବର ୨୩ : ରବିବାର ସକାଳେ ଯାଜପୁର ସଦର ଥାନା ଅନ୍ତର୍ଗତ ଯାଜପୁର-ବରୁହା ରାସ୍ତାରେ ଟ୍ରକ୍‌ ଚାପାରେ ଜଣେ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ଘଟିଛି।

ମୃତ ଯୁବକଜଣକ ହେଉଛନ୍ତି ଯାଜପୁର ବ୍ଲକ୍‌ ଅଞ୍ଚଳ ସିମିଳିଆ ଗ୍ରାମ ପଞ୍ଚାୟତବାସୀ ସଞ୍ଜୟ ନାୟକ। ସେ ପନିପରିବା ନେଇ ଗୋଟିଏ ବାଇକ୍‌ରେ ଫେରୁଥିବା ତାଙ୍କ ଉପରେ ଟ୍ରକ୍‌ ଚଢ଼ିଯାଇଥିଲା। ଘଟନାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି।

By amfnews

Related Post