Sat. Mar 7th, 2026

ଟେନିସ୍‌ କୋର୍ଟରେ ଗର୍ଭବତୀ ସାନିଆ

292 Views

ହାଇଦ୍ରାବାଦ: ଟେନିସ୍‌ ସୁନ୍ଦରୀ ସାନିଆ ମିର୍ଜା ଆସନ୍ତା ଅକ୍ଟୋବରରେ ମା’ ହେବାକୁ ଯାଉଛନ୍ତି। ଏହା ପୂର୍ବରୁ ନିଜକୁ ସୁସ୍ଥ ଏବଂ ସତେଜ ରଖିବା ଲାଗି ସେ ବିଭିନ୍ନ ବ୍ୟାୟାମ କରିବା ସହ ଟେନିସ୍‌ ଖେଳିବା ମଧ୍ୟ ଜାରି ରଖିଛନ୍ତି। ସାନିଆ ଗୁରୁବାର ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ଏକ ଭିଡିଓ ପ୍ରକାଶ କରିଛନ୍ତି। ଯେଉଁଥିରେ ସେ ଭଉଣୀ ଆନମଙ୍କ ସହ ଟେନିସ୍‌ ଖେଳୁଥିବା ଦେଖିବାକୁ ମିଳୁଛି। କିଛି ଦିନ ପୂର୍ବେ ସାନିଆ ଟେନିସ୍‌ କୋର୍ଟରେ ଠିଆ ହେବାର ଫଟୋ ପ୍ରକାଶ କରିଥିଲେ। ଯାହା ତଳେ ଆପଣ ଜଣେ ଖେଳାଳିଙ୍କୁ ଟେନିସ୍‌ କୋର୍ଟ ବାହାରକୁ ନେଇ ଯାଇପାରନ୍ତି। ହେଲେ କେବେ ବି ଜଣେ ଟେନିସ୍‌ ଖେଳାଳିର ହୃଦୟରୁ ଟେନିସ୍‌କୁ ଦୂର କରି ପାରିବେ ନାହିଁ ବୋଲି ଲେଖିଥିଲେ।

By amfnews

Related Post