134 Views
ସାହାଜାହାନପୁର : ଉତ୍ତରପ୍ରଦେଶର ସାହାଜାହାନପୁରରେ ଜଣେ ବାପା ତାହାର ଝିଅକୁ ଛୁରୀରେ ଭୁସି ହତ୍ୟା କରିବାକୁ ଉଦ୍ୟମ କରିଛି | ଝିଅଟି ଅଧିକ ପାଠ ପଢିବାକୁ ଚାହିଁବାରୁ ଅଭିଯୁକ୍ତ ଜଣକ ଝିଅକୁ ହତ୍ୟା କରିବାକୁ ଉଦ୍ୟମ କରିଥିଲା | ମିଳିଥିବା ସୂଚନା ମୁତାବକ ଝିଅଟିର ବିବାହ କରିବାକୁ ତା ବାପା ଚାହିଁଥିଲେ | ଏଥିରେ ରାଜି ହୋଇନଥିଲା ଝିଅ |