107 Views
ନୂଆଦିଲ୍ଲୀ : ଜି୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ନିମନ୍ତେ ଗୁରୁବାର ଦିନ ଓସାକାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଭେଟିଛନ୍ତି। ପାରସ୍ପରିକ ସ୍ୱାର୍ଥ ସଂକ୍ରାନ୍ତ ବ୍ୟାପକ ବିଷୟରେ ଉଭୟ ନେତା ଆଲୋଚନା କରିଥିବା କଥା ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ରବିଶ କୁମାର କହିଛନ୍ତି।