Tue. Mar 10th, 2026

ଗଙ୍ଗା ନଦୀରେ ସୁଷମାଙ୍କ ଅସ୍ଥି ବିସର୍ଜନ

204 Views

ଲକ୍ଷ୍ନୌ  : ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କର ଆଜି ଅସ୍ଥି ବିସର୍ଜନ ହୋଇଛି। ତାଙ୍କ ଝିଅ ବାଂଶୁରୀ ଉତ୍ତର ପ୍ରଦେଶ ହାପୁର ଦେଇ ଯାଇଥିବା ଗଙ୍ଗାନଦୀରେ ତାଙ୍କ ମା’ଙ୍କ ଅସ୍ଥିକୁ ବିସର୍ଜନ କରିଛନ୍ତି। ଅସ୍ଥି ବିସର୍ଜନ ବେଳେ ବାଂଶୁରୀଙ୍କ ସହ ତାଙ୍କ ବାପା ସ୍ୱରାଜ କୌଶଲ ମଧ୍ୟ ଥିଲେ।

 

ANI UP

@ANINewsUP

: Bansuri Swaraj, daughter of former EAM Sushma Swaraj, immerses her mother’s ashes in Ganga river in Hapur. Sushma Swaraj’s husband Swaraj Kaushal is also accompanying her.

Embedded video

ବୁଧବାର ରାତିରେ ସୁଷମା ସ୍ୱରାଜଙ୍କର ଦେହାନ୍ତ ହୋଇଥିଲା। ଗତକାଲି ଦିଲ୍ଲୀ ସ୍ଥିତ ଲୋଧିରୋଡରେ ଥିବା ଶ୍ମଶାନ ଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ସୁଷମାଙ୍କ ଝିଅ ବାଂଶୁରୀ ମୁଖାଗ୍ନି  ଦେଇଥିଲେ।

By amfnews

Related Post