399 Views ଭଦ୍ରକ: ସାରା ଦେଶରେ କାଳୀପୂଜା ଚାଲିଛି । ତେବେ ଭଦ୍ରକର କାଳୀପୂଜା ବେଶ ପ୍ରସିଦ୍ଧ। ଏଥିପାଇଁ ଭଦ୍ରକ ଜିଲ୍ଲାର ସବୁ ସରକାରୀ ଅଫିସ ଛୁଟି ଘୋଷଣା କରାଯାଇଛି | ଭଦ୍ରକ ଜିଲ୍ଲାପାଳ ଦିନକ ପାଇଁ ଛୁଟି ଘୋଷଣା କରିଛନ୍ତି ,କିନ୍ତୁ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଖୋଲା ରହିବ ବୋଲି ଜଣାଯାଇଛି। Post navigation ବିଳମ୍ବିତ ରାତିରେ ତାଲା କାଟି ଲୁଟ୍, ସିସିଟିଭିରେ କଏଦ ଚୋରି ଫୁଟେଜବିଜୁଳି ଆଘାତରେ ଝାଡ଼ଖଣ୍ଡୀ ହାତୀ ମୃତ