Thu. Dec 26th, 2024

କରୋନା ଟିକାକରଣ ମାର୍ଗଦର୍ଶିକା ଜାରି କଲେ କେନ୍ଦ୍ର ସରକାର

By amfnews Dec 15, 2020 #Featured
210 Views

ଦିଲ୍ଲୀ,ଡିସେମ୍ବର 15 : କରୋନା ମହାମାରୀ କୁ ଦୃଷ୍ଟିରେ ରଖି ଟିକାକରଣ ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି । ଯାହାଫଳରେ କେନ୍ଦ୍ର ସରକାର ଦେଶରେ କରୋନା ଟୀକାକରଣ ଅଭିଯାନ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି ।

ଟୀକାକରଣ ଅଭିଯାନ ପ୍ରାଥମିକ ଭାବେ ପାଖାପାଖି ୩୦ କୋଟି ଲୋକଙ୍କୁ ଟୀକାକରଣ ପାଇଁ ଯୋଜନା ତିଆରି କରୁଛନ୍ତି । ଗାଇଡଲାଇନରେ କୁହାଯାଇଛି ଯେ, ୫୦ ବର୍ଷ କିମ୍ବା ତାଠାରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ବିଭିନ୍ନ ଲୋକସଭା ଏବଂ ବିଧାନସଭା ପାଇଁ ତିଆରି କରାଯାଇଥିବା ମତଦାନ ସୂଚୀକୁ ବ୍ୟବହାର କରାଯିବ ।

କୋ-ବିନ୍ ଓ୍ବେବସାଇଟରେ ସ୍ବ ପଞ୍ଜିକରଣ ପାଇଁ ଭୋଟର ପରିଚୟ ପତ୍ର, ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ୍, ପାସପୋର୍ଟ ଏବଂ ପେନସନ କାର୍ଡ ଭଳି ୧୨ଟି ପରିଚୟ ପତ୍ର ବ୍ୟବହାର ହୋଇପାରିବ 

By amfnews

Related Post