Sat. Mar 7th, 2026

କଂଗ୍ରେସରେ ମିଶିଲେ ଅମିୟ ପାଣ୍ଡବ

546 Views

ଭୁବନେଶ୍ୱର, ୧୫ ଜୁଲାଇ : ରବିବାର ଅପରାହ୍ନରେ କଂଗ୍ରେସ ଭବନରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ମିଶ୍ରଣ ପର୍ବରେ ଓଡିଶା ଜନମୋର୍ଚ୍ଚାର ପୂର୍ବତନ ରାଜ୍ୟ ସମ୍ପାଦକ ଅମିୟ ପାଣ୍ଡବ ଯୋଗ ଦେଇଛନ୍ତି।
ଏଥିସହ ଦଳରେ ବିଭିନ୍ନ ରାଜନୈତିକ ଦଳର ଭିନ୍ନ ନେତା ମାନେ ମଧ୍ୟ କଂଗ୍ରେସରେ ସାମିଲ ହୋଇଛନ୍ତି। ଏହି ଅବସରରେ ଅଖିଳ ଭାରତୀୟ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଜୀତେନ୍ଦ୍ର ସିଂହ ଓ ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଂଜନ ପଟ୍ଟନାୟକ ଉପସ୍ଥିତ ରହିଥିଲେ।

By Manas

Related Post