Sun. Mar 8th, 2026

ଏନକାଉଣ୍ଟର୍ ପରେ ପ୍ରତିକ୍ରିୟା ପ୍ରକାଶ କରିଲେ ବଲିଉଡ କଳାକାର ଋଷି କପୁର ଓ ଅନୁପମ ଖେର

204 Views

ମୁମ୍ବାଇ : ହାଇଦ୍ରାବାଦ ପ୍ରାଣୀ ଚିକିତ୍ସିକାଙ୍କ ସହ ଗଣ ଦୁଷ୍କର୍ମ କରି ତାଙ୍କୁ ହତ୍ୟା କରିବା ଘଟଣାରେ ସମ୍ପୃକ୍ତ ଚାରି ଅଭିଯୁକ୍ତ ଆଜି ପୁଲିସ ଏନକାଉଣ୍ଟରରେ ନିହତ ହେବା ପରେ ବଲିଉଡ କଳାକାରମାନେ ନିଜ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବଲିଉଡର ବରିଷ୍ଠ କଳାକାର ଋଷି କପୁର ନିଜର ଟୁଇଟରରେ ଲେଖିଛନ୍ତି ‘ସାବାସ ତେଲେଙ୍ଗାନା ପୁଲିସ୍ , ମୋର ଅଭିନନ୍ଦନ।’

Anupam Kher

@AnupamPKher

Congratulations and to for shooting down the four rapists of in an “ENCOUNTER”. चलो! अब जितने भी लोगों ने ऐसा घिनोना अपराध करने वालों के ख़िलाफ़ आवाज़ उठाई थी और उनके लिए ख़तरनाक से ख़तरनाक सज़ा चाही थी, मेरे साथ ज़ोर से बोलो – 👏👍

ଠିକ୍ ସେହିପରି ବଲିଉଡର ଜଣାଶୁଣା ଅଭିନେତା ଡିନୋ ମୋରେଆ ନିଜର ପ୍ରତିକ୍ରିୟା ପ୍ରକାଶ କରି ଟୁଇଟରରେ ଲେଖିଛନ୍ତି ‘ଉପଯୁକ୍ତ ନ୍ୟାୟ ମିଳିଛି।’

By amfnews

Related Post