Sat. Mar 7th, 2026

ଏତେ ଜଣ ପ୍ରେମିକା ଥାଇ ମଧ୍ୟ କ’ଣ ପାଇଁ କାହାକୁ ବିବାହ କରି ପାରି ନାହାନ୍ତି ସଲମାନ, କାରଣ ଜଣାଇଲେ ବାପା ସଲିମ୍‌

407 Views

ଏକ ସାକ୍ଷାତକାରେ ସଲମାନ ଏବଂ ତାଙ୍କ ମା’ ସଲମା ଯୋଗ ଦେଇଥିବା ବେଳେ ବାପା ସଲିମ୍‌ ଭିଡ଼ିଓ କନ୍‌ଫରେନ୍ସିଙ୍ଗ ଜରିଆରେ ସୋ’ରେ ଯୋଗ ଦେଇଥିଲେ । ସାକ୍ଷାତକାରରେ ସଲମାନଙ୍କ ବିବାହ କଥା ଉଠିବାରୁ ସଲମାନ ତାଙ୍କ ମା’ଙ୍କ ପାଇଁ ବିବାହ କରି ପାରୁ ନଥିବା କହିଥିଲେ ସଲିମ୍‌ । ସଲମାନ କାମ କରୁଥିବା ଅଭିନେତ୍ରୀଙ୍କୁ ଭଲ ପାଇ ବସନ୍ତି ସତ । କିନ୍ତୁ ବିବାହ ପାଇଁ ସେ ସେହି ଝିଅ ମଧ୍ୟରେ ନିଜ ମା’ଙ୍କ ଗୁଣ ଦେଖିବାକୁ ଚାହିଁଥାନ୍ତି, ଯାହା ସମ୍ଭବ ହୋଇ ନଥାଏ । ଏହି କାରଣ ପାଇଁ ସେ ନିଜ ପ୍ରେମିକାମାନଙ୍କୁ ବିବାହ କରି ପାରି ନାହାନ୍ତି ବୋଲି କହିଥିଲେ ବାପା ସଲିମ୍‌ ଖାନ୍‌ ।

By amfnews

Related Post