Sat. Mar 7th, 2026

ଆତ୍ମହତ୍ୟା କରିବା ପରେ ସୁଇସାଇଡ୍‌ ନୋଟ୍‌ ଲେଖିଲେ କର୍ମଚାରୀ, କେବଳ ନରେନ୍ଦ୍ର ମୋଦି ହିଁ ଦେଶକୁ ବଞ୍ଚାଇ ପାରିବେ

283 Views

ନିଜ ଉପରିସ୍ଥ ଅଧିକାରୀଙ୍କ ବିରୋଧରେ ସେ ଲେଖିଥିବା ଚିଠିରେ କେବଳ ମୋଦି ହିଁ ଦେଶକୁ ବଞ୍ଚାଇ ପାରିବେ ବୋଲି ଉଲ୍ଲେଖ କରିଛନ୍ତି । ଏହା ସହ ଆଗକୁ ସେ ଭାରତର ପ୍ରଧାନମନ୍ତ୍ରୀ ହିସାବରେ ମୋଦିଙ୍କୁ ହିଁ ଦେଖିବାକୁ ଚାହୁଁଥିବା ଲେଖିଛନ୍ତି । ଚିଠି ପାଇବା ପରେ ପୁଲିସ ନରସିଂହଙ୍କ ଉପରିସ୍ଥ ଅଧିକାରୀଙ୍କୁ ଖୋଜିବା ଆରମ୍ଭ କରିଛି ।

By amfnews

Related Post