Sun. Mar 8th, 2026

ଆଜି ରାଜ୍ୟ କ୍ୟାବିନେଟ ବୈଠକ; ଗୁରୁତ୍ୱପୂର୍ଣ୍ଣ ଏଜେଣ୍ଡା ଉପରେ ଆଲୋଚନା

187 Views

ଭୁବନେଶ୍ୱର  : ରାଜ୍ୟ କ୍ୟାବିନେଟର ଆଜି ବସୁଛି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ । ଲୋକ ସେବା ଭବନରେ ପୂର୍ବାହ୍ନ ୧୧ଟା ୪୫ ମିନିଟରେ ଏହି ବୈଠକ ବସିବ ।  ଏହି ବୈଠକରେ ଗୁରୁତ୍ୱପୂର୍ଣ୍ଣ ଏଜେଣ୍ଡା ଉପରେ ବି ଆଲୋଚନା ହେବାର ସମ୍ଭାବନା ରହିଛି  ।

By amfnews

Related Post