Sat. Mar 7th, 2026

ଆଜି ଭାରତ ମାଟିରେ ପହଁଞ୍ଚିବ ଆଉ ତିନିଟି ରାଫେଲ ଯୁଦ୍ଧ ବିମାନ

251 Views

ନୂଆଦିଲ୍ଲୀ, ନଭେମ୍ବର ୦୪ : ଭାରତୀୟ ବାୟୁସେନାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଆଜି ଆଉ ତିନିଟି ରାଫେଲ ଯୁଦ୍ଧ ବିମାନ ଭାରତରେ ପହଂଚିବ। ଏହି ବିମାନର ଆଗମନ ସହିତ ବାୟୁସେନାର ଶକ୍ତି ଆହୁରି ବୃଦ୍ଧି ପାଇବା ସହ ଯୁଦ୍ଧକ୍ଷେତ୍ରରେ ଶତ୍ରୁମାନଙ୍କୁ ଧୂଳି ଚଟାଇବ ଏହି ଯୁଦ୍ଧ ବିମାନ । ପୂର୍ବଥର ପରି ଏଥର ମଧ୍ୟ ୩ଟି ଯାକ ରାଫେଲ ଜେଟ୍‌ ହରିଆଣା ସ୍ଥିତ ଅମ୍ବାଲା ଏୟାରବେସ୍‌ରେ ଭାରତୀୟ ମାଟିକୁ ସ୍ପର୍ଶ କରିବ। ଆଜି ସନ୍ଧ୍ୟା ସୁଦ୍ଧା ରାଫେଲ ଭାରତରେ ପହଞ୍ଚିବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି।

By amfnews

Related Post