Sun. Mar 8th, 2026

ଆଜିଠାରୁ ଓଜେଇଇ ପାଇଁ ଅନ୍‌ଲାଇନରେ ଆବେଦନ

183 Views

ଭୁବନେଶ୍ୱର : ଆଜିଠୁ ଓଜେଇଇ ପାଇଁ ଅନ୍‌ଲାଇନରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ଓଜେଇଇ ୱେବସାଇଟରେ ଆବେଦନ କରିପାରିବେ ଆଶାୟୀ।

ଆସନ୍ତା ମାର୍ଚ୍ଚ ୨୦ତାରିଖ ଯାଏ ଅନ୍‌ଲାଇନରେ ଆବେଦନ କରିହେବ। ଆବେଦନ କରୁଥିବା ଛାତ୍ରଛାତ୍ରୀ ଆସନ୍ତା ଏପ୍ରିଲ ୨୦ ତାରିଖରୁ ଇଣ୍ଟରନେଟରୁ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ। ମେ’ ପ୍ରଥମ ସପ୍ତାହରେ ଓଜେଇଇ ପରୀକ୍ଷା ହେବ। ଏନେଇ ଓଜେଇଇ ଅଧ୍ୟକ୍ଷ ସୁଦୀପ ଚାନ୍ଦ ସୂଚନା ଦେଇଛନ୍ତି।

By amfnews

Related Post