Sat. Mar 7th, 2026

ଆଇନଜୀବୀଙ୍କୁ ମାଡ଼ ମାରି ଯୁବକ ଗିରଫ

243 Views

ଭୁବନେଶ୍ବର, ଡିସେମ୍ବର ୨୬  : ଆଇନଜୀବୀଙ୍କୁ ମାଡ଼ ମାରିବା ଅଭିଯୋଗରେ ସହିଦନଗର ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି।  ତା ନାଁ  ଦୀପୁ ପାତ୍ର। ଘର ବରଗଡ଼ ଗାଁରେ।  ଆଜି ଦୀପକୁ କୋର୍ଟ ଚାଲାଣ କରାଯାଇଛି। ପୁଲିସଠାରୁ ମିଳିଥିବା ସୂଚନା ମୁତାବକ, ତିନି ଦିନ ତଳେ  ଟଙ୍କପାଣି ରାସ୍ତାରେ ଜଣେ ଆଇନଜୀବୀଙ୍କ ସହିତ ଦୀପୁର ଗଣ୍ଡଗୋଳ ହୋଇଥିଲା। ଏଥିରେ ଦୀପୁ ଆଇନଜୀବୀଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲା। ଏ ନେଇ ଆଇନଜୀବୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଦୀପୁକୁ ଗିରଫ କରିଥିଲା।

By amfnews

Related Post