Sat. Mar 7th, 2026

ଅପରାହ୍ଣ ୪: ୩୦ ସୁଦ୍ଧା ରାଜ୍ୟର ତିନିଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

227 Views

ଭୁବନେଶ୍ୱର  : ଶୁକ୍ରବାର ଅପରାହ୍ଣ ସାଢ଼େ ଚାରିଟା ସୁଦ୍ଧା ରାଜ୍ୟର ତିନିଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା କଥା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।

ଘଡ଼ଘଡ଼ି ଏବଂ ବର୍ଷା ହେବାର ସମ୍ଭାବନା ଥିବା ଜିଲ୍ଲାଗୁଡ଼ିକ ହେଉଛି କୋରାପୁଟ, ନବରଙ୍ଗପୁର ଏବଂ ନବରଙ୍ଗପୁର। ଏଥିପାଇଁ ପୂର୍ବାହ୍ନ ୧୧: ୩୦ ରୁ ୪: ୩୦ ମଧ୍ୟରେ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ।

By amfnews

Related Post