225 Views
ଅନ୍ଧ ବିଶ୍ୱାସର କରୁଣ ପରିଣତି , ୧୫ ଦିନ ର ଶିଶୁ କନ୍ୟାକୁ ଚେଙ୍କ ଦେଲା ଜେଜ ମାଁ । ଏପରି ଅଭଆବନୀୟ ଘଟଣା ଟି ଘଟିଛି କେନ୍ଦୁଝର ଜିଲ୍ଲା ର ଆଦିବାସୀ ବହୁଳ ବାଂଶପାଳ ବ୍ଲକର ର କଞ୍ଜିପାଣି ଗାଁ ରେ । ସଙ୍ଗୀତା ଜୁଆଙ୍ଗ ଙ୍କର ୧୫ ଦିନ ର ଶିଶୁ କନ୍ୟ୍ରା କୁ କିଛି ଦିନ ତଳେ ଥଣ୍ଡା ହେବା ସହ ସେ ଠିକ ସେ ଖିଆ ପିଆ କରିନଥିଲା । ଫଳରେ ତାର ଜେଜେ ମାଁ କାଚ କୁ ତତେଇ ତାର ପେଟ ରେ ଚଙ୍କ ଦେଇଥିଲେ ହେଲେ ଥଣ୍ଡା ଭଲ ନ ହେବାରୁ ତାଙ୍କୁୁ ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଛନ୍ତି । ଡାକ୍ତର ଙ୍କର କହିବା କଥା ହେଲା ଶିରଗ୍ଧ ୠଙ୍କଦ୍ଭମଗ୍ଧସକ୍ଟଦ୍ଭ ଟ୍ଟ ସଉ ଟି ର ସ୍ୱାସ୍ଥ ଅବସ୍ଥା ସ୍ଥିର ରହିଛଇ ।