Sat. Apr 20th, 2024

ବିପୁଳ ପରିମାଣର ଗଞ୍ଜେଇ ଜବତ

rklsanchar@gmail.com' By J.N. Pradhan Jul 19, 2018 #Featured
223 Views

ରାଉରକେଲା, ୧୯/୭ : ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣର ଚୋରା ଗଞ୍ଜେଇ ବିଶ୍ରା ଅଞ୍ଚଳରୁ ଜବତ କରାଯାଇଛି । ଏହି କାରବାରରେ ସମ୍ପୃକ୍ତ ଲକ୍ଷ୍ମଣ ନନ୍ଦୀ (୪୨) ନାମକ ବ୍ୟକ୍ତିକୁ ଅବକାରୀ ବିଭାଗ ପକ୍ଷରୁ ଗିରଫ କରାଯାଇଛି । ତା ଠାରୁ ପ୍ରାୟ ଅଢେଇ କୋଲ ଚୋରା ଗଞ୍ଜେଇ ଜବତ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ୨୫ ହଜାର ଟଙ୍କା ହେବ ।

ଅବକାରୀ ଅଧିକାରୀ ଏସ. କେ. ରାଉତ ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ବିଶ୍ରା ଅଞ୍ଚଳରେ ଚଢାଉ କରିଥିଲେ । ଗିରଫ ନନ୍ଦୀକୁ ପଚରା ଉଚରା ଜାରି ରହିଛି । ଅବକାରୀ ବିଭାଗ ପକ୍ଷରୁ କୋର୍ଟଚାଲାଣ କାଯାଇଥିବା ଜଣଆପଡିଛି  ।

Related Post