Fri. Apr 19th, 2024

ବାଜପେୟୀଙ୍କ ବିୟୋଗରେ କଂଗ୍ରେସର ଶୋକ

rklsanchar@gmail.com' By J.N. Pradhan Aug 18, 2018 #Featured
164 Views

ରାଉରକେଲା, ୧୮ା୮: ପୂର୍ବତନ ପ୍ରଧାନମନ୍ତ୍ରୀ, କବି, ସାହିତ୍ୟିକ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ରାଉରକେଲା ଜିଲା କଂଗ୍ରେସ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ଏହି ଅବସରରେ ତାଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରାଯାଇଛି ବାଜପେୟୀଙ୍କ ବିୟୋଗ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଜିଲା କଂଗ୍ରେସ ସଭାପତି ରବି ରାୟ ଶୋକବାର୍ତ୍ତାରେ ପ୍ରକାଶ କରିଛନ୍ତି ।

Related Post