Wed. Apr 24th, 2024

ତୈଳଦର ବୃଦ୍ଧି ପ୍ରତିବାଦରେ ପେଟ୍ରୋଲ ପମ୍ପ ଆଗରେ ବିଜେଡି କର୍ମୀଙ୍କ ଧାରଣା

rout.subhashree22@gmail.com' By Subhashree Rout Apr 7, 2018 #Featured
244 Views

ଅହେୁତକ ଭାବେ ଦିନକୁ ଦିନ ବୃଦ୍ଧି ପାଉଛି ପେଟ୍ରୋଲ ଓ ଡିଜେଲ୍ ଦର । ଏହି ପେଟ୍ରୋଲ୍ ଓ ଡିଜେଲ ଦରର ପ୍ରତିବାଦ କରିଛି ବିଜେଡି । ଆଜି ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ଆଗରେ ବିଜେଡିର ଯୁବ ଓ ଛାତ୍ରବାହିନୀ ପକ୍ଷରୁ ଧାରଣା ଦିଆଯାଇଛି । ବିଜେଡି କର୍ମୀମାନେ ଏ ବାବଦରେ ଲୋକମାନଙ୍କୁ ଲିଫ୍ଲେଟ୍ ବାଣ୍ଟି ସଚେତନ କରାଇଛନ୍ତି । ଏହାସହ ବଢ଼ୁଥିବା ତୈଳଦରର ପ୍ରତିବାଦ କରିବାକୁ କହିଛନ୍ତି ।

Related Post